Jump to content

ଯାତ୍ରିକ

ଉଇକିଅଭିଧାନ‌ରୁ

ଯାତ୍ରିକ

ଉଚ୍ଚାରଣ

[ସମ୍ପାଦନା]

ସ. ବିଶେଷଣ -(ଯାତ୍ରା+ସମ୍ୱନ୍ଧାର୍ଥେ. ଇକ)

[ସମ୍ପାଦନା]
୧. ଯାତ୍ରା ସମ୍ୱନ୍ଧୀୟ —୧. Relating to a journey.
୨. ପ୍ରଥାନୁଯାୟୀ —୨. Custmary; usual.
୩. ଯାତ୍ରାର ଉପଯୋଗୀ; ଯାତ୍ରା ପାଇଁ ଶୁଭସୂଚକ — ୩. Fit for a journey; auspicious for a journey.
୪. ଯେଉଁଠାକୁ ଯାତ୍ରା କରାଯାଇ ପାରେ — ୪. (A place) where one can march to.
୫. ଯେଉଁ ଯାନାଦିଦ୍ୱାରା ଯାତ୍ରା କରା ଯାଇପାରେ — ୫. (conveyance or means) By which a person can perform a journey.

ବିଶେଷ୍ୟ -

[ସମ୍ପାଦନା]
୧. ତୀର୍ଥ ଯାତ୍ରୀ —୧. Pilgrim.
୨. ପଥିକ; ପାନ୍ଥ — ୨. Traveller.
୩. ଉତ୍ସବ; ଯାତ୍ରା —୩. A festival.
୪. ଉପାୟ —୪. Expedient.