ଯାତ୍ରି ତଣ୍ଟିଚିପା
ଦେଖଣା
ଯାତ୍ରି ତଣ୍ଟିଚିପା
ଉଚ୍ଚାରଣ
[ସମ୍ପାଦନା](ଯାନ୍ତ୍ରୀଝିଙ୍କା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଯାତ୍ରି ତଣ୍ଟିଚିପା
|
ଦେଶଜ - ବିଶେଷଣ - (ବ୍ୟଙ୍ଗ୍ୟ)
[ସମ୍ପାଦନା]ଯେଉଁ ପଣ୍ଡା ବା ଗୁମାସ୍ତାମାନେ ତୀର୍ଥକୁ ସମାଗତ ଯାତ୍ରୀମାନଙ୍କଠାରୁ ନାନା ଉପାୟରେ ଜୁଲ ମପୁର୍ବକ ଅର୍ଥ ନିଅନ୍ତି — (pandas or pilgrim-recruiters) Who exact or extort money from pilgrims.
[ଦ୍ରଷ୍ଟବ୍ୟ —ରେଳ ଷ୍ଟେସନରେ ଭିନ୍ନ ଭିନ୍ନ ପଣ୍ଡାଙ୍କ ଗୁମାସ୍ତାମାନେ ନିଜ ଯାତ୍ରୀ ନିଜର ପଣ୍ଡାଙ୍କଠାକୁ ନେବାପାଇଁ ଅନେକ ଟଣା ଓଟରା କରନ୍ତି କ୍ଷେତ୍ରରେ 'ଆଟିକା କରିବା' ପ୍ରଭୃତି ପାଇଁ କହି ଅଯଥା ଖର୍ଚ୍ଚାନ୍ତ ମଧ୍ୟ କରନ୍ତି ଏଥିପାଇଁ ଏହି ପଣ୍ଡାଙ୍କୁ ଯାତ୍ରୀ ଗୁମାସ୍ତାଙ୍କ ବ୍ୟଙ୍ଗ୍ୟୋକ୍ତିରେ 'ଯାତ୍ରୀ ତଣ୍ଡୀଚିପା ' କହନ୍ତି]
(ଉ— ଯାତ୍ରି ତଣ୍ଟିଚିପା ପଣ୍ଡା ଯିବ ବିଲାତକୁ—ଫକୀରମୋହନ ଉତ୍କଳଭ୍ରମଣ)