ଯାତ୍ରୀ
ଦେଖଣା
ଯାତ୍ରୀ
ଉଚ୍ଚାରଣ
[ସମ୍ପାଦନା](ଯାତ୍ରିଣୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ—(ଯାତ୍ରା+ଅଛି ଅର୍ଥରେ ଇନ୍, ୧ମା, ୧ବ.)
[ସମ୍ପାଦନା]- ୧. ଯାତ୍ରାକାରୀ —୧. Marching; journeying.
- ୨. ଭ୍ରମଣକାରୀ —୨. Travelling.
- ୩. ତୀର୍ଥ ଯାତ୍ରାକାରୀ —୩. Starting on pilgrimage.
[ଯଥା—ଗଙ୍ଗାଯାତ୍ରୀ, ତୀର୍ଥଯାତ୍ରୀ ଇତ୍ୟାଦି] ===
ବିଶେଷ୍ୟ -
[ସମ୍ପାଦନା]ତୀର୍ଥକୁ ଯିବା ବ୍ୟକ୍ତି —A pilgrim.