Jump to content

ଯାତ୍ରୀଦାଣ୍ଡ

ଉଇକିଅଭିଧାନ‌ରୁ

ଯାତ୍ରୀଦାଣ୍ଡ

ଉଚ୍ଚାରଣ

[ସମ୍ପାଦନା]

(ଯାତ୍ରୀବାଟ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବହୁ ସଂଖ୍ୟାରେ ଯାତ୍ରୀମାନଙ୍କର ତୀର୍ଥକୁ ଆସିବା ଅବସ୍ଥା (ଯହିଁ ଉପରେ ପଣ୍ଡାମାନଙ୍କର ଆୟ ନିର୍ଭର କରେ) —The state of things regarding the influx of pilgrims to a holy place.

[ଦ୍ରଷ୍ଟବ୍ୟ —କେଉଁ ବର୍ଷ ଯାତ୍ରୀଦାଣ୍ଡ ମାନ୍ଦା ହୋଇଯାଏ, ଅର୍ଥାତ୍ ତୀର୍ଥକୁ ଆସିବା ଯାତ୍ରୀଙ୍କ ସଂଖ୍ୟା କମିଯାଏ କେଉଁ ବର୍ଷ— ଯାତ୍ରୀଦାଣ୍ଡ ତେଜି ଉଠେ, ଅର୍ଥାତ୍ ବେଶି ଯାତ୍ରୀ ଦର୍ଶନକୁ ଆସନ୍ତି]