ଯାତ୍ରୀ ଟେକସ୍
ଦେଖଣା
ଯାତ୍ରୀ ଟେକସ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଯାତ୍ରୀ ଟେକସ୍
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯାତ୍ରୀ+ଇଂରାଜୀ - ଟାକ୍ସ)
[ସମ୍ପାଦନା]ତୀର୍ଥକୁ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କଠାରୁ ସରକାରଙ୍କଦ୍ୱାରା ପୂର୍ବେ ଆଦାୟ ହେଉଥିବ ଶୁଳ୍କ —Pilgrim tex; a tax formerly levied from every pilgrim visiting a holy place, by the Government.
[ଦ୍ରଷ୍ଟବ୍ୟ —୧୮୩: ଖ୍ରୀଷ୍ଟାବ୍ଦରେ ଇଂରାଜ ସରକାର ଯେତେବେଳେ ପୁରୀ ଜଗନ୍ନାଥ ମନ୍ଦିର ପରିଚାଳନର ଭାର ନେଲେ, ସେହି ସମୟରେ ପୁରୀକୁ ଦେବଦର୍ଶନାର୍ଥ ଆସୁଥିବା ଯାତ୍ରୀମାନଙ୍କଠାରୁ ଶୁଲ୍କ ଆଦାୟ କରି ସେହି ଧନରୁ ଜଗନ୍ନାଥଙ୍କ ସେବା ପୂଜାର ବ୍ୟୟ ଚଳାଉଥିଲେ; କିନ୍ତୁ କେତେ କାଳ ପରେ ବିଲାତ ପାଲଆମେଣ୍ଟରେ ଆନ୍ଦୋଳନ ଉଠିଲା ଯେ, ଖ୍ରୀଷ୍ଟାନ୍ଧର୍ମାବଳମ୍ୱୀ ସରକାର ହିନ୍ଦୁ ଧର୍ମାବଲମ୍ୱୀ ଲମ୍ୱୀ ଯାତ୍ରୀ— ମାନଙ୍କଠାରୁ ଶୁଳ୍କ ଆଦାୟ କରିବା ଧର୍ମବିରୁଦ୍ଧ ଅଟେ ତା ପରେ ଉକ୍ତ ଟିକସ ବନ୍ଦ କରାଗଲା]