ଯାତ ଓ ପାସ
ଦେଖଣା
ଯାତ ଓ ପାସ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଯାତ ଓ ପାସ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯାତ୍ରା+ଉପବାସ)
[ସମ୍ପାଦନା]ଜଗନ୍ନାଥ ମହା— ପ୍ରଭୃଙ୍କ ବା ଲିଙ୍ଗରାଜଙ୍କ ନିର୍ଦ୍ଦିଷ୍ଟ ଯାତ୍ରା ଦିବସ— ମାନଙ୍କରେ କରି ଶ୍ରୀଜୀଉଙ୍କୁ ଦର୍ଶନ କରିବା ଉପବାସ କରିବା —Fasts and visits performed by certin devotees during the fixed festivals of Lord Jagannātha of Puri and Lord Liṅgarāja of Bhubaneswar.
(ଦ୍ର—ଯାତ୍ରା ତଳେ ଟୀକା ଦେଶ)