Jump to content

ଯାନ

ଉଇକିଅଭିଧାନ‌ରୁ

ଯାନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ଯା ଧାତୁ+କରଣ. ଅନ; ଯହିଁରେ ଲୋକେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ପାରନ୍ତି)

[ସମ୍ପାଦନା]
୧. ବାହନ (ହସ୍ତ୍ୟଶ୍ୱ— ଶକଟାଦି) —୧. Conveyance.

[ଦ୍ରଷ୍ଟବ୍ୟ —ଯାନ ଓ ବାହନ ଏକାର୍ଥକ, କିନ୍ତୁ ସାଧାରଣତଃ ହସ୍ୟ୍ତଶ୍ୱାଦି ଜୀବଙ୍କ ବାହନ ଓ ନିର୍ଜୀବ ବସ୍ତୁ (ଶକଟ, ରଥ ଆଦି)କୁ ଯାନ ବୋଲାଯାଏ]

୨. (+ଭାବ. ଅନ) ଗମନ; ଭ୍ରମଣ; ଗତି; ଯାତ୍ରା —୨. Going; moving; advencing; proceeding.
୩. ଦେଶାଟନ — ୩. Travel.
୪. ଶତ୍ରୁର ପ୍ରତିକୂଳରେ ଯାତ୍ରା —୪. Expedition against an enemy marching against.
୫. ଆକ୍ରମଣ —୫. Attacking; invasion.
୬. (+ଅଧିକରଣ ଅନ)—ଦଳବଦ୍ଧ ହୋଇ କରାଯିବା ଯାତ୍ରା; ଶୋଭାଯାତ୍ରା —୬. Procession; train (Apte).
୭. (+କରଣ. ଅନ)— ନୌକା; ଜାହାଜ —୭. Ship; boat.

(ଯଥା— ଯାନ ଭଙ୍ଗା)

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଉପଯାନ)

[ସମ୍ପାଦନା]

ଆଗମନ; ନିକଟକୁ ଗମନ —Arrival; coming near.

[ଉ— ପତତ୍ରୀ ପତ୍ର ଚଳନ୍ତେ, ପତ୍ର ବିଚଳିତ ହୋନ୍ତେ, ଶଙ୍କିତ କରାଇ ଯାନ, ମନେ ବିଚାରି ପ୍ରାଚୀ. ରସବାରିଧି]