ଯାନକୀ
=== ସଂସ୍କୃତ - ବିଣ—(ଯାନକ+ଅଛି ଅର୍ଥରେ ଇନ୍, ଭଞ୍ଜୀୟ ପ୍ରୟୋଗ)
ଯାନାରୂଢ଼; ଯାନ ଚଢ଼ିଥିବା —Seated on a conveyance.
[ଉ—ବିହୀନ ଲକ୍ଷ୍ମଣେ ଯେହି ସହିତ ଲକ୍ଷ୍ମଣେ ସେହି ଯାନକୀ ନୋହି ଜାନକୀ ଆଶା ଭଞ୍ଜ. ବୈଦେହୀଶ ବିଳାସ]