ଯାନାସ୍ତାନ୍
ଦେଖଣା
ଯାନାସ୍ତାନ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫା ଜାନ୍=ଜୀବନ୍ ଓ ଆସ୍ତାନ୍ =ବାସସ୍ଥଳ; ତୁଳ. ସଂସ୍କୃତ - ଯାନ ଓ ଆସନ)
[ସମ୍ପାଦନା]- ୧. ଚଳନ୍ତି ଅଚଳନ୍ତି ସମସ୍ତ ସମ୍ପତ୍ତି; ସର୍ବ୍ୱସ୍ୱ — ୧. All property (moveable and immoveable).
(ଯଥା—ଚୋରମାନେ ମୋର ଯାନାସ୍ତାନ୍ ବୋହି ନେଲେ ଦେଏଣା ଯୋଗୁଁ ତାର ଯାନାସନ୍ ନିଲାମ ହୋଇଗଲା)
- ୨. ଜୀବନ ଓ ସମ୍ପତ୍ତି —୨. Life and property.