Jump to content

ଯାନି

ଉଇକିଅଭିଧାନ‌ରୁ

ଯାନି

ଉଚ୍ଚାରଣ

[ସମ୍ପାଦନା]
(ଯାନିଆଣୀ—ସ୍ତ୍ରୀ) 

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ମଙ୍ଗଳା ଠାକୁରାଣୀଙ୍କର ପୁରୁଷ ସେବକ ବା କାଳିଶୀ —୧. The male servant of the Deity Maṅgaḻā
୨. କନ୍ଧଜାତିର ବଂଶୋପାଧି ବିଶେଷ —୨. A family-title amongst the Kandhas.