Jump to content

ଯାନ୍ତି

ଉଇକିଅଭିଧାନ‌ରୁ

ଯାନ୍ତି

ଉଚ୍ଚାରଣ

[ସମ୍ପାଦନା]

(ଯାଁତି—ଅନ୍ୟରୂପ)

  • (file)
  • (file)

ଅନୁବାଦ

[ସମ୍ପାଦନା]

ପ୍ରାଦେଶିକ - (ସିଂହଭୂମି ଓ ଉତ୍ତର ବାଲେଶ୍ୱର; ତୁଳ. ବଙ୍ଗାଳୀ - ଯାଁତି) ବିଶେଷ୍ୟ - (ସଂସ୍କୃତ - ଯନ୍ତ୍ର)

[ସମ୍ପାଦନା]

ଗୁଆକାତି —Nut cracker.

=== ଦେଶଜ - କ୍ରିୟା

(ଯିବା କ୍ରିୟାର ନିତ୍ୟପ୍ରବୃତ୍ତ ବତ୍ତ— ମାନ, ତୃତୀୟ ପୁରୁଷ ଏକ ଓ ବହୁବଚନରେ ବ୍ୟବହୃତରୂପ) — (He or they) Do go.