Jump to content

ଯାନ୍ତ୍ରିକ

ଉଇକିଅଭିଧାନ‌ରୁ

ଯାନ୍ତ୍ରିକ

ଉଚ୍ଚାରଣ

[ସମ୍ପାଦନା]
(ଯାତ୍ରିକ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - (ଯନ୍ତ୍ର+ଇକ)

[ସମ୍ପାଦନା]
୧. ଯନ୍ତ୍ର ସମ୍ୱନ୍ଧୀୟ — ୧. Mechanical; belonging to machines.
୨. କୃତ୍ରିମଭାବରେ ଶୋଧିତ — ୨. Artificially refined (Apte).