ଯାନ ବାହ
ଦେଖଣା
ଯାନ ବାହ
ଉଚ୍ଚାରଣ
[ସମ୍ପାଦନା]ଯାନବାହକ, ଯାନବାହୀ—ଅନ୍ୟରୂପ
ସଂସ୍କୃତ - ବିଶେଷଣ -(ଯାନ+ବହ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]ଯେ ଯାନକୁ ବହନ କରେ ବା ଟାଣେ —Drawing or carrying a conveyance.
ବିଶେଷ୍ୟ -
[ସମ୍ପାଦନା]- ୧. ଯାନବହନକାରୀ ଜୀବ —୧. An animal drawing a vessel or vehicle.
- ୨. ସବାରି ଆଦି ବୋହିବା ଲୋକ —୨. People bearing or drawing a conveyance.