Jump to content

ଯାନ ବାହନ

ଉଇକିଅଭିଧାନ‌ରୁ

ଯାନ ବାହନ

ଉଚ୍ଚାରଣ

[ସମ୍ପାଦନା]

[ଯାନ ବାହାନ—ଗ୍ରାମ୍ୟରୂପ]

ସଂସ୍କୃତ - ବି—(ଏକାର୍ଥକ ସହଚର ଶବ୍ଦ)

[ସମ୍ପାଦନା]

ଗମନାଗମନାଥ ବ୍ୟବହୃତ ନାନା ପ୍ରକାରର ବାହନ (ଜୀବନ୍ତ ଓ ନିର୍ଜୀବ) —Conveyances and animals drawing conveyances

[ଦ୍ରଷ୍ଟବ୍ୟ — ସାଧାରଣତ ଯେଉଁ ପାତ୍ରାକୃତି ବସ୍ତୁରେ ଚଢ଼ି ଲୋକେ ଯିବା ଆସିବା କରନ୍ତି ତାକୁ ଯାନ ବୋଲାଯାଏ, ଯଥା— ଗାଡ଼ି, ସବାରି, ନୌକା, ରେଳଗାଡ଼ି, ଉଡ଼ାଜାହାଜ, ରଥ ଯେଉଁ ଜୀବମାନେ ଲୋକଙ୍କୁ ପିଠିରେ ବହନ କରନ୍ତି ବା ଗାଡ଼ି ଆଦିକୁ ଟାଣନ୍ତି ତାଙ୍କୁ ବାହନ ବୋଲାଯାଏ ଯଥା— ମନୁଷ୍ୟ, ଘୋଡ଼ା, ବଳଦ, ହାତୀ]