Jump to content

ଯାପିତ

ଉଇକିଅଭିଧାନ‌ରୁ

ଯାପିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଯାପି ଧାତୁ+କର୍ମ. ତ)

[ସମ୍ପାଦନା]
୧. ଅତିବାହିତ (ସମୟ) — ୧. Spent (time).
୨. ଅପସାରିତ; ଦୂରୀକୃତ —୨. Expelled; removed.