Jump to content

ଯାପିବା

ଉଇକିଅଭିଧାନ‌ରୁ

ଯାପିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଯାପି ଧାତୁ)

[ସମ୍ପାଦନା]
୧. (କାଳ) ଯାପନ କରିବା — ୧. To pass or spens (time).

[ଉ— ଚିନ୍ତାକୁଳ ଚିତ୍ତେ ଉନ୍ନିଦ୍ରେ ରଜନୀ ଯାପିଲା ବାଳୀ— ରାଧାନାଥ. ଉଷା]

୨. (ସଂସ୍କୃତ - ଚାପ) ଚାପିବା —୨. To press; to squeeze.