ଯାବଚ୍ଚନ୍ଦ୍ରଦିବାକର
(ଯାବଚ୍ଚନ୍ଦାର୍କ—ଅନ୍ୟରୂପ)
ଚନ୍ଦ୍ର ଓ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ; ପୃଥିବୀର ଶେଷ ପର୍ଯ୍ୟନ୍ତ; ଚିରକାଳ ପାଇଁ —Till the end of time; for ever.