ଯାବଚ୍ଛକ୍ୟ
[ଯାବତ୍ ସତ୍ତ୍ୱ, ଯାବତ୍ସାମର୍ଥ୍ୟ—ଅନ୍ୟରୂପ]
ଯେତେଦୂର ପର୍ଯ୍ୟନ୍ତ ଶକ୍ତି ବା ବଳ ଅଛି ସେ ପର୍ଯ୍ୟନ୍ତ —As far as possible; to the best of one's power.