Jump to content

ଯାବଜ୍ଜୀବ

ଉଇକିଅଭିଧାନ‌ରୁ

ଯାବଜ୍ଜୀବ

ଉଚ୍ଚାରଣ

[ସମ୍ପାଦନା]

(ଯାବଜ୍ଜୀବନ, ଯାବଜନ୍ନ—ଅନ୍ୟରୂପ)

ସଂସ୍କୃତ - ଅ.—(ଅବ୍ୟୟୀ ଭାବ; ଯାବତ୍+ଜୀବ;)

[ସମ୍ପାଦନା]
୧. ଆମରଣ; ଆଜୀବନ —୧. Till death.
୨. ଜୀବିତ ଥିବା କାଳ ପର୍ଯ୍ୟନ୍ତ; ବଞ୍ଚିଥିବା କାଳ ତମାମ —୨. For life; through out life.