ଯାବଜ୍ଜୀବ ଦ୍ୱୀପାନ୍ତର
ଯାବଜ୍ଜୀବ ନିର୍ବାସନ, ଯାବଜ୍ଜୀବନ ଦ୍ୱୀପାନ୍ତର, ଯାବଜ୍ଜୀବନ ନିର୍ବାସନ, ଯାବଜ୍ଜୀବନ ଦେଶାନ୍ତର—ଅନ୍ୟରୂପ
ବଞ୍ଚିଥିବାଯାକେ କଳାପାଣି ବା ଆଣ୍ଡାମାନ୍ ଦ୍ୱୀପରେ ନିର୍ବାସନ (ଦଣ୍ଡ) — Transportation for life (as punishment).