ଯାବତ
ଦେଖଣା
ଯାବତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ (ସଂସ୍କୃତ - ଯାବତ୍)
[ସମ୍ପାଦନା]- ୧. ଯାବତ୍ (ଦେଖ) - — ୧. J̄ābat (See)
[ଉ—ଯାବତ ନ ପୂରେ ଉଦର, ତାବତ ଜ୍ଞାନ କାହିଁ ମୋର ? ଜଗନ୍ନାଥ. ଭାଗୂବତ ]
- ୨. ଯାକେ; ଯାଏ; ପର୍ଯ୍ୟନ୍ତ — ୨. Till; upto.
[ଉ—ଯାବତ କର୍ମଫଳ ପୂରେ ରହିଲେ ସେବକ ବେଭାରେ ଭୂପତି. ପ୍ରେମପଞ୍ଚାମୃତ]
ବିଶେଷଣ -
[ସମ୍ପାଦନା]ସମୁଦାୟ —Whole of; all.
[ଉ— ସଂସାରେ ଯାବତ କଳଙ୍କ ତାର ଅଟୁ କରତା ରାଧାନାଥ. ଚନ୍ଦ୍ରଭାଗା]