Jump to content

ଯାବତ୍ତାବତ୍

ଉଇକିଅଭିଧାନ‌ରୁ

ଯାବତ୍ତାବତ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ଅ (ଯାବତ୍+ତାବଚ୍)

[ସମ୍ପାଦନା]
୧. ଯେତେ ପରିମାଣ ତେତେ —୧. So much as; quantum tantum.
୨. (ବୀଜଗଣିତ) ଅଜ୍ଞାତ ରାଶିର ସହିତ ତାହାର ଗୁଣନୀୟକର ସମ୍ୱନ୍ଧ —୨. (Algebra) The relation of an unknown number with its coefficient.

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ଯାବତ୍ତାବତ୍ କରି (ଦେଖ) - —J̄ābattābat kari (See).