Jump to content

ଯାବଦର୍ଥ

ଉଇକିଅଭିଧାନ‌ରୁ

ଯାବଦର୍ଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ (ଯାବତ୍ + ଅର୍ଥ; ସନ୍ଧିଯୋଗୁଁତ୍+ଅ=ଦ)

[ସମ୍ପାଦନା]
୧. ଯେତିକି ଲୋଡ଼ା ସେତିକି —୧. As much as is necessary.
୨. ସବୁ ଅର୍ଥରେ —୨; In all senses (Apte).