ଯାବନ
ଦେଖଣା
ଯାବନ
ଉଚ୍ଚାରଣ
[ସମ୍ପାଦନା](ଯାବନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଯବନ+ସମ୍ୱନ୍ଧାର୍ଥେ. ଅ)
[ସମ୍ପାଦନା]- ୧. ଯବନ (ଦେଶ ଓ ଜାତି) ସମ୍ୱନ୍ଧୀୟ —୧. Relating to the J̄abana (country and nation).
- ୨. ଗ୍ରୀକ୍; ଆୟୋନୀୟ —୨. Greek; lonian.
ବିଶେଷ୍ୟ -
[ସମ୍ପାଦନା]- ୧. ଗନ୍ଧଦ୍ରବ୍ୟବିଶେଷ; ଲୋବାନ୍ —୧. Name of an incense, olibanum.
- ୨. (ଯୁ ଧାତୁ ଣିଚ୍; ଯାବ ଧାତୁ+ଭାବ. ଅନ)—ମିଶ୍ରଣ; ମିଶାଇବା — Mixing; mingling (Apte).