Jump to content

ଯାବନୀ

ଉଇକିଅଭିଧାନ‌ରୁ

ଯାବନୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ଯାବନ+ଈ)

[ସମ୍ପାଦନା]

ଯାବନର ସ୍ତ୍ରୀଲିଙ୍ଗ — Feminine of J̄ābana.

(ଯଥା—ଯାବନୀ ସେନା, ଯାବନୀ ଭାଷା)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଖୁରାସୀନୀ ଜୁଆଣି —Henbane; Hyocyamus Niger.