Jump to content

ଯାବସ

ଉଇକିଅଭିଧାନ‌ରୁ

ଯାବସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଯବସ=ଘାସ+ପ୍ରାଚୁର୍ଯ୍ୟାର୍ଥେ. ଅ)

[ସମ୍ପାଦନା]
୧. ଘାସ ଗଦା —୧. A heap of grass (Apte).
୨. ଗୋମେଷାଦିଙ୍କ ଖାଦ୍ୟ ନଡ଼ା କୁଟା —୨. Foder (Apte).
୩. ରନ୍ଧା ହୋଇ ନ ଥିବା ଖାଦ୍ୟସାମଗ୍ରୀ — ୩. Provisions (Apte).