ଯାବା
ଦେଖଣା
ଯାବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ) (ସଂସ୍କୃତ - ଯବ)
[ସମ୍ପାଦନା]ଯବଦ୍ୱୀପ; ଭାରତୀୟ ଦ୍ୱୀପପୁଞ୍ଜର ଏକତମ —Jābhā an island of the East Indian archipelago.
[ଦ୍ରଷ୍ଟବ୍ୟ —ଯବ ପରି ଆକୃତିବିଶିଷ୍ଟ (୨ ମୁଣ୍ଡ ସରୁ, ମଝି ଚଉଡ଼ା) ଥିବାରୁ ଏହି ନାମ ଏହା ସୁମାନ୍ତ୍ରା ଓ ବୋର୍ଣ୍ଣିଓ ଦ୍ୱୀପର ଦକ୍ଷିଣରେ ପୂର୍ବ—ପଶ୍ଚିମକୁ ବିସ୍ତୁତ ହୋଇ ଅବସ୍ଥିତ ପୂର୍ବେ ଉତ୍କଳୀୟମାନେ ଜାହାଜଦ୍ୱାରା ଏ ଦ୍ୱୀପକୁ ବାଣଜ୍ୟ କରିବାକୁ ଯାଉଥିଲେ ବର୍ତ୍ତମାନ ଏହା ଉଚ୍ମାନଙ୍କ ଅଧିକୃତ ଏହା ଦ୍ରାଘିମା ୧୧: ଓ ଅକ୍ଷାଂଶ ୮ରେ ଅବସ୍ଥିତ ବଟେଭିୟା ଏହାର ପ୍ରଧାନ ନଗର ଏ ଦ୍ୱୀପରେ ଅନେକ ପ୍ରାଚୀନ ଉକ୍ତଳୀୟ ମନ୍ଦିରର ଭଗ୍ନାବଶେଷ ଦେଖାଯାଏ]