ଯାମ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଅହୋରାତ୍ରର ଏକଅଷ୍ଟମାଂଶ; ପ୍ରହର; ୩ ଘଣ୍ଟା କାଳ
  • ସଂଯମ; ଜିତେନନ୍ଦ୍ରିୟତା
  • ନିବୃତ୍ତି
  • ସମୟ
  • ସମୟର ସଈମା; ମିଆଦ
  • ଦେବଗଣ ବିଶେଷ
  • ଗତି
  • ଗମନ
  • ଯାନ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ଯମ ସମ୍ବନ୍ଧୀୟ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଡାହାଣଯାମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଯା ଧାତୁ=ଯିବା+କର୍ତ୍ତୃ. ମ; ଯାହା ଦିନର ମଧ୍ୟ ଦେଇ ଯାଏ; କିମ୍ୱା ଯମ୍ ଧାତୁ=ଦମନ କରିବା+କର୍ତ୍ତୃ. ଅ, ଯାହା କାଳକୁ ନିୟମିତ କରେ)[ସମ୍ପାଦନା]

୧. ଅହୋରାତ୍ରର ଏକଅଷ୍ଟମାଂଶ; ପ୍ରହର; ୩ ଘଣ୍ଟା କାଳ —୧. A period of ୩ hours; a watch of ୩ hours.
୨. (ଯମ. ଧାତୁ+ଭାବ. ଅ) ସଂଯମ; ଜିତେନ୍ଦ୍ରିୟତା — ୨. Self control.
୩. ନିବୃତ୍ତି —୩. Cessation.
୪. (ଯା.ଧାତୁ+କର୍ତ୍ତୃ. ମ) ସମୟ —୪. Time.
୫. (ଯମ. ଧାତୁ+କର୍ମ. ଅ) ସମୟର ସୀମା; ମିଆଦ —
୫. Limit of time; term.

୬. (ଯା. ଧାତୁ+ ଳର୍ତୃ. ମ) ଦେବଗଣ ବିଶେକ୍ଷ —୬. A group of ୧୨ Deities.

[ଦ୍ରଷ୍ଟବ୍ୟ —ଏମାନେ ସଂଖ୍ୟାର ୧୨: ଗୋଟି ଏମାନେ ସ୍ୱାୟମ୍ଭବମନୁଙ୍କ ଅମଳରେ ଯଜ୍ଞଙ୍କ ଔରସରେ ଦକ୍ଷିଣାଙ୍କ ଗର୍ଭରେ ଜନ୍ମଗ୍ରହଣ କରିଥିଲେ—ହିନ୍ଦୀ - ଶ.]

୭. (ଯା. ଧାତୁ+ଭାବ. ମ) ଗତି —୭. Motion.
୮. ଗମନ —୮. Going; proceeding (Apte).
୯. (+କରଣ. ମ) ଯାନ —୯. Conveyance; carriage (Apte).

ବିଶେଷଣ -[ସମ୍ପାଦନା]

(ଯମ+ଅ) ଯମ ସମ୍ୱନ୍ଧୀୟ — Relating to J̄ama.

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଯାମ୍ୟ)[ସମ୍ପାଦନା]

ଡାହାଣ —Right side.

[ଉ—ବାମେ ରାଧିକା ଯାମେ ଦୂତିକା, ମଧ୍ୟେଣ ଶ୍ରୀକୃଷ୍ଣ ଶୋହେ ବେଢ଼ି ଗୋପିକା— ପ୍ରାଚୀ. ରହସ୍ୟମଞ୍ଜରୀ]