ଯାମଘୋଷା
ଦେଖଣା
ଯାମଘୋଷା
ଉଚ୍ଚାରଣ
[ସମ୍ପାଦନା]ଯାମନାଳୀ, ମାମଦୁନ୍ଦୁଭି, ଯାମ ତୁର୍ଯ୍ୟ ଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଘଟିକା ଯନ୍ତ୍ର; ବାଜିବା ଘଣ୍ଟା —୧. Clock; striking clock.
- ୨. ପିଟା ଘଣ୍ଟା — ୨. A gong.
- ୩. ପଟହ ବିଶେଷ — ୩. A kind of drum.
[ଦ୍ରଷ୍ଟବ୍ୟ — ପୂର୍ବେ ପ୍ରହରକୁ ପ୍ରହର ସର୍ବସାଧାରଣଙ୍କୁ 'ପ୍ରହର'ମାନେ ଜଣାଇବା ପାଇଁ ପ୍ରହରୀମାନେ ଫିଟାଘଣ୍ଟ, ତୋଲ ବା ତୂରୀ ବଜାଉଥିଲେ]