ଯାମଳ
ଦେଖଣା
ଯାମଳ
ଉଚ୍ଚାରଣ
[ସମ୍ପାଦନା](ଯାମଳା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ଯମଳ+ସ୍ୱାର୍ଥେ. ଅ)
[ସମ୍ପାଦନା]- ୧. ଯେଡ଼ା —୧. A pair; couple; a brace.
- ୨. ଯମଜ ସନ୍ତାନ ଦ୍ୱୟ — ୨. Twins.
- ୩. ତନ୍ତ୍ରଶାସ୍ତ୍ରବିଶେଷ — ୩. Name of a group of Hindu Tantras (or mystic lore).
[ଦ୍ରଷ୍ଟବ୍ୟ —ସୃଷ୍ଟି, ଜ୍ୟୋତିଷାଖ୍ୟାନ, ନିତ୍ୟକୃତ୍ୟ, ପ୍ରଦୀପନକ୍ରମସୂତ୍ର, ବର୍ଣ୍ଣଭେଦ, ଜାତିଭେଦ, ଯୁଗଧର୍ମ ଓ ସଂଖ୍ୟା ଏହି ଅଷ୍ଟବିଧ ଲକ୍ଷଣାକ୍ରାନ୍ତ ତନ୍ତ୍ରଶାସ୍ତ୍ର— ବିଶେଷ ଏହା ଷଡ଼ବିଧି—ଆଦିଯାମଳ, ବ୍ରହ୍ମଯାମଳ, ବିଷ୍ଣୁ— ଯାମଳ, ରୁଦ୍ରାଯାମଳ, ଗଣେଶଯାମଳ ଓ ଆଦିତ୍ୟ ଯାମଳ— (ହିନ୍ଦୀ - ଶ) ===
ଆଦିଯାମଳରେ ୩୫: ହଜାର୩ ବ୍ରହ୍ମଯାମଳରେ ୨୪: ହଜାର୨ ବିଷ୍ଣୁ ଯାମଳରେ ୨୪: ହଜାର୨୨: ବିଷ୍ଣୁ ଯାମଳରେ ୪ହଜାର୪୩୫: ଗଣେଶଯାମଳରେ ୧ହଜାର୩୩୨: ଓ ଆଦିତ୍ୟଯାମଳରେ ୧୨: ହଜାର ଶ୍ଳୋକ ଅଛି ]