ଯାମିକ ଭଟ
ପ୍ରହରୀ; ଚୌକିଦାର — A watchman.
[ଉ—ଦୂରୁଁ ଡାକୁଥାନ୍ତି ଯାମିକଭଟ, ଆସି ପରା ତୁମେ ତା ସେବା ଖଟ କବିସୂର୍ଯ୍ୟ. କବିତା ]