Jump to content

ଯାମିତ୍ରବେଧ ପ୍ରତିପ୍ରସବ

ଉଇକିଅଭିଧାନ‌ରୁ

ଯାମିତ୍ରବେଧ ପ୍ରତିପ୍ରସବ

ଉଚ୍ଚାରଣ

[ସମ୍ପାଦନା]

(ଯାମିତ୍ରବେଧ ଦୋଷନାଶ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଫଳିତ ଜ୍ୟୋତିଷ)

[ସମ୍ପାଦନା]

ଯାମିତ୍ର— ବେଧ ଘଟିଲେ ଓ ଚନ୍ଦ୍ର ବୃଷରାଶିରେ କିମ୍ୱା ପୂର୍ଣ୍ଣ ଅଥବା ମିତ୍ର ଗ୍ରହର ବା ଶୁଭଗ୍ରହର ଗୃହରେ ଥିଲେ କିମ୍ୱା ମିତ୍ରଗ୍ରହ ବା ଶୁଭଗ୍ରହକର୍ତ୍ତୃକ ଦୃଷ୍ଟ ହେଉ ଥିଲେ ଯାମିତ୍ରବୋଧ ଦୋଷ ବିନାଶ କରି ଚନ୍ଦ୍ରଙ୍କର ସୁଖଦ ହେବା ଅବସ୍ଥା —(astrology) An auspicious conjunction of the planet moon which nullifies the evil effects of a 'J̄āmitrabedha'