ଯାମିତ୍ରଯୁତବେଧ
ଦେଖଣା
ଯାମିତ୍ରଯୁତବେଧ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଫଳିତ ଜ୍ୟୋତିଷ)
[ସମ୍ପାଦନା]ଚନ୍ଦ୍ର ପାପ ଗ୍ରହର ୭ମ ସ୍ଥାନରେ ରହି ପାମିତ୍ରବେଧ ଘଟିବା (ଅଥାତ୍ ଚନ୍ଦ୍ର ପାପଗ୍ରହଯୁକ୍ତ ହେବା) ଅବସ୍ଥା — (astrology) A most inauspicious position of the planet moon.
[ଦ୍ରଷ୍ଟବ୍ୟ —ଏପରି ଘଟିଲେ ଶୁଭକର୍ମ ପରିହାର୍ଯ୍ୟ ଏ ଯୋଗରେ ଯାତ୍ରା କଲେ, ବିପଦ, ଗୃହାରମ୍ଭ ବା ଗୃହ ପ୍ରବେଶ କଲେ ପୁତ୍ରହାନି, କ୍ଷୌର କର୍ମ କଲେ ରୋଗ, ବିବାହ କଲେ ବୌଧବ୍ୟ, ଉପନୟନ କଲେ ମରଣ ଓ ପୁଂସନନ କଲେ ଶୂଳରୋଗ ହୁଏ]