Jump to content

ଯାମିନୀଚର

ଉଇକିଅଭିଧାନ‌ରୁ

ଯାମିନୀଚର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଯାମିନୀ+ଚର. ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ରାତ୍ରିରେ ବିଚରଣକାରୀ; ରାତ୍ରଚର; ନିଶାଚର — Roaming in the night.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ନିଶାଚର; ରାକ୍ଷସ —୧. Demon.
୨. ପେଚା —୨. Owl.
୩. ଗୁଗ୍ଗୁଳ (ହିନ୍ଦୀ - ଶ) —୩. Bdellium.