ଯାମିନୀ ଯୋଗେ
ଦେଖଣା
ଯାମିନୀ ଯୋଗେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଯାମିନୀ ଯୋଗେ
|
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ନିଶାଯୋଗେ; ରାତ୍ରିରେ; ରାତ୍ରିକାଳରେ —୧. In the night.
- ୨. ରାତି ହୋଇ ଥିବାର ସୁବିଧା ପାଇବାରୁ —୨. Under cover of night; taking advantage of night time; in the course of the night.
(ଯଥା—ସେ ଯାମିନୀଯୋଗେ ଶତ୍ରୁମୁଖରୁ ପଳାୟନ କଲେ)