Jump to content

ଯାମୀ

ଉଇକିଅଭିଧାନ‌ରୁ

ଯାମୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଯମ+ଅ+ସ୍ତ୍ରୀ. ଈ)

[ସମ୍ପାଦନା]
୧. ଯାମି (ଦେଖ) - — ୧. J̄āmi (See).
୨. ଯମ ସମ୍ୱନ୍ଧୀୟ ଦିକ୍; ଦକ୍ଷଣ ସମ୍ୱନ୍ଧୀୟ ଯାତନା; ନରକ ଯନ୍ତ୍ରଣା —୩. Hellish torture.
୪. ଦ୍ୱିଜା ବା ଭରଣୀ ନକ୍ଷତ୍ର —୪. The second asterism (consisting of ୩ stars); Musca,
୫. କୁଳସ୍ତ୍ରୀ —୫. A housewife.