Jump to content

ଯାମୁନଗିରି

ଉଇକିଅଭିଧାନ‌ରୁ

ଯାମୁନଗିରି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପର୍ବତ ବିଶେଷ —୧. Name of a mountain.

(ଉ—ସେଠାରୁ ଯାମୁନ ଗରିକି ବାହାରିଲେ, ଯାଅ ହେ ବୋଲି ଘଟୋତ୍କଚକୁ ବୋଇଲେ କୃଷ୍ଣସିଂହ. ମହାଭାରତ. ବନ)

୨. କଳିନ୍ଦଗିରି; ଯମୁନା ନଦୀର ଉତ୍ପତ୍ତି—ପର୍ବତ (ଜ୍ଞାନେନ୍ଦ୍ର) —୨. The name of the mountain from which the river J̄munā issues.