Jump to content

ଯାମ୍ୟଧ୍ରୁବ

ଉଇକିଅଭିଧାନ‌ରୁ

ଯାମ୍ୟଧ୍ରୁବ

ଉଚ୍ଚାରଣ

[ସମ୍ପାଦନା]

(ଯାମ୍ୟଧ୍ରୁବ ତାରା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଦକ୍ଷଣ ମେରୁ ଉପରେ ଥିବା ଧ୍ରୁବ ତାରା — The pole star on the south pole.

[ଦ୍ରଷ୍ଟବ୍ୟ —ଏ ତାରାକୁ ଆମ୍ଭେମାନେ ଦେଖି ପାରୁ ନାହିଁ ବୋଲି ଦକ୍ଷିଣ ଧ୍ରୁବ ବିନ୍ଦୁର ଉପରକୁ ଥିବା ତ୍ରିଶଙ୍କୁ ମଣ୍ଡଳର ଦକ୍ଷିଣତମ ଉଜ୍ଜ୍ୱଳ ତାରାକୁ ଦକ୍ଷିଣ ଧ୍ରୁବ ତାରା ବୋଲି ଧରାଯାଏ]