Jump to content

ଯାମ୍ୟା

ଉଇକିଅଭିଧାନ‌ରୁ

ଯାମ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଯାମ୍ୟ+ଆ)

[ସମ୍ପାଦନା]
୧. ଦକ୍ଷିଣ ଦିଗ —୧. The south.
୨. ଭରଣୀ ନକ୍ଷତ୍ର —୨. The ୨nd asterism.
୩. ଯାମିନୀ; ରାତ୍ରୀ —୩. The night.