Jump to content

ଯାମ୍ୟୋତ୍ତର ବୃତ୍ତ

ଉଇକିଅଭିଧାନ‌ରୁ

ଯାମ୍ୟୋତ୍ତର ବୃତ୍ତ

ଉଚ୍ଚାରଣ

[ସମ୍ପାଦନା]

(ଯାମ୍ୟୋତ୍ତର ରେଖା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଆଧୁନିକ)

[ସମ୍ପାଦନା]

(ଭୂଗୋଳ) ଯେଉଁ କାଳ୍ପନିକ ବୃତ୍ତ ଦର୍ଶକର ମସ୍ତକୋପରି ଯାଇ ଉଭୟ ମେରୁକୁ ସ୍ପର୍ଶ କରିଅଛି; ଦ୍ରାଘିମା —The meridian line.

[ଦ୍ରଷ୍ଟବ୍ୟ —ଦ୍ରାଘିମ ତଳେ ଟୀକା ଦେଖ]