Jump to content

ଯାମ ଘୋଷ

ଉଇକିଅଭିଧାନ‌ରୁ

ଯାମ ଘୋଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଯାମ=ପ୍ରହର+ଘୋଷ=ଶବ୍ଦ; ରବ; ଯେଉଁମାନେ ପ୍ରତି ପ୍ରହରରେ ଶବ୍ଦ କରନ୍ତି)

[ସମ୍ପାଦନା]
୧. କୁକ୍କୁଟ —୧. Cock.
୨. ଶୃଗାଳ — ୨. Jackal.
୩. ଯାମଜ୍ଞାପକ ଘଣ୍ଟା ବା ପଟହବିଶେଷ — ୩. A kind of drum or gong formerly struck to indicate the time.

[ଦ୍ରଷ୍ଟବ୍ୟ —ଏହା ଆଗେ ପ୍ରହରକୁ ପ୍ରହର ପ୍ରହରୀମାନଙ୍କଦ୍ୱାରା ଶବ୍ଦାୟିତ ହୋଇ ସାଧାରଣଙ୍କୁ ସମୟ ଜ୍ଞାପନ କରାଯାଉଥିଲା]

୪. ଘଣ୍ଟା; ଘଡ଼ି —୪. Clock.
୫. ପିଟା ଘଣ୍ଟା — ୫. A gong.