ଯାହିହେଉ
ଦେଖଣା
ଯାହିହେଉ
ଉଚ୍ଚାରଣ
[ସମ୍ପାଦନା](ଯା ହଉ, ଯେ ହେଉ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ.—(ସଂସ୍କୃତ - ଯଦ୍ ଭବତୁ)
[ସମ୍ପାଦନା]- ୧. ଯାହା ଘଟନା ଘଟୁ ପଛକେ —୧. Come what may
- ୨. ପୂର୍ବ କଥିତ ବିଷୟକୁ ଛାଡ଼ି ଦେଲେ ମଧ୍ୟ —୨. In- spite of what has been told.
- ୩. ପକ୍ଷାନ୍ତରେ — ୩. However; on the other hand.
(ଯଥା— ଏ ବୁଢ଼ା ଦିନେ ପୁଅମାନେ ବାପ ମାଆଙ୍କୁ ପୋଷିଲେ ନାହିଁ, ଯାଇ ହେଉ ପୁଅମାନେ ତାଙ୍କ ନିଜନିଜର ସଂସାରତ ଚଳାଉ ଛନ୍ତି)