ଯାୟୀ
ଦେଖଣା
ଯାୟୀ
ଉଚ୍ଚାରଣ
[ସମ୍ପାଦନା](ଯାୟିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ଯା ଧାତୁ+କର୍ତ୍ତୃ ଇନ୍; ଯାୟିନ୍ ୧ମା. ୧ବ; ଏ ଶବ୍ଦ ପ୍ରାୟଶଃ ଅନ୍ୟ ଶବ୍ଦ ପରେ ପ୍ରଯୁକ୍ତ ହୁଏ, ଯଥା— ଅନୁଯାୟୀ)
[ସମ୍ପାଦନା]- ୧. ଗମନକାରୀ —୧. Going.
- ୨. ଗତିଶୀଳ —୨. Moving.
- ୩. ଯାନ ଚଢ଼ି ଗମନ କରୁଥିବା —୩. Driving in; riding or going in (Apte).
- ୪. ଅମୁକ ସ୍ଥାନକୁ ପଡ଼ିଥିବା (ରାସ୍ତା) — ୪. (way) Leading to (Apte).