ଯା ଆସ
ଦେଖଣା
ଯା ଆସ
ଉଚ୍ଚାରଣ
[ସମ୍ପାଦନା](ଯାଆସ ଆସ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଯା ଆସ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯା. ଧାତୁ+ଓ .ଆସିବା)
[ସମ୍ପାଦନା]- ୧. ଆସ ଯା; ଯିବା ଓ ଅସିବା —୧. Coming and going.
(ଉ— ଦୁଇ ବର୍ଷ ହେଲା ବର୍ଷକ ଭିତରେ ଦୁଇ ତିନି ଥର କରି ଯା ଆସ କରୁଛି ଫକୀରମୋହନ— ଗଳ୍ପସ୍ୱଳ୍ପ)
- ୨. ଚଳା— ଚଳ —୨. Intercourse.
- ୩. ଘନ ଘନ କୌଣସି ସ୍ଥାନକୁ ଯାତାୟତ କରିବା —୩. Frequenting a place.
(ଉ—ଲାଗି ରହି ଥାଉ ଯାଆସ ଆସ, ନ ଥାଉ ମୁଠିଏ ଭାତରେ ଆଶ ଢଗ)