Jump to content

ଯା ଇଚ୍ଛା ତା

ଉଇକିଅଭିଧାନ‌ରୁ

ଯା ଇଚ୍ଛା ତା

ଉଚ୍ଚାରଣ

[ସମ୍ପାଦନା]

ଯା ଇଚ୍ଛା ତାଇ, ଯାଚ୍ଛାତା, ଯାଚ୍ଛାତାଇ, ଯେଇଚ୍ଛା ତା., ଯେଚ୍ଛା ତା, ଯେ ଇଚ୍ଛା ତାଇ, ଯେଚ୍ଛାତାଇ/?/

ଅନୁବାଦ

[ସମ୍ପାଦନା]

ଦେଶଜ - ସର୍ବ (ମନ୍ଦାର୍ଥ; ସଂସ୍କୃତ - ଯଥେଚ୍ଛା ଓ ତତ୍)

[ସମ୍ପାଦନା]
୧. ଅତି ମନ୍ଦ; ଅବର୍ଣ୍ଣନୀୟରୂପେ ମନ୍ଦ —୧. Indescribably bad or miserable.

(ଯଥା— ନନାଙ୍କ ମରିବା ପରେ ଆମ ଗାଆଁର ଅବସ୍ଥା ଯାଚ୍ଛାତା ହୋଇଗଲା)

୨. ସ୍ୱେଚ୍ଛା— ଚାରୀ; ଯେଥେଚ୍ଛାଚାରୀ — ୨. Despotic; self-willed.

(ଯଥା—ଘରେ କେହି ମୁରବୀ ନ ଥିବାରୁ ପିଲାଗୁଡ଼ାକ ଯା ଇଚ୍ଛା ତା ହୋଇଗଲେଣି)