Jump to content

ଯା ଘେନି

ଉଇକିଅଭିଧାନ‌ରୁ

ଯା ଘେନି

ଉଚ୍ଚାରଣ

[ସମ୍ପାଦନା]

ଯା. ଲାଗି, ଯା ଯୋଗୁ (ଗୁଁ), ଯା ପାଇଁଅନ୍ୟରୂପ

  • (file)

ଅନୁବାଦ

[ସମ୍ପାଦନା]

(ଯାହା ଘେନି—ଅନ୍ୟରୂପ)

ଦେଶଜ - ଅ

[ସମ୍ପାଦନା]
୧. ଯାହାର ହେତୁରୁ; ଯହିଁ ଯୋଗୁଁ —୧. For which or whom.

[ଉ—ତଥାପି ସେହି ଦୁର୍ମେଧା ଯାତନା ବହ୍ନି, ଅବିରତ ଉଦ୍ଦୀପିତ ହୁଏ ଯା ଘେନି—ବଂଶୀଧର ହଂସଦୂତ]

୨. ଯେଉଁ କାରଣରୁ —୨. For which cause.
୩. ଯାହା ପାଇବା ଉଦ୍ଦେଶ୍ୟରେ —୩. For getting which.
୪. ଯାହାର ସାହାଯ୍ୟରେ —୪. With whose help; with the help of which.