Jump to content

ଯୁକ୍

ଉଇକିଅଭିଧାନ‌ରୁ

ଯୁକ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଯୁଜ୍ ଧାତୁ=ନନ୍ଦା କରିବା +କର୍ମ. କ୍ୱିପ୍)

[ସମ୍ପାଦନା]
୧. ମନ୍ଦ —୧. Bed.
୨. ନିନ୍ଦିତ —୩. Blame.- wirthy.
୩. ଘୃଣିତ —୨. Hateful.
୪. ସମାଧି— ରତ —୪. Contemplative; engaged in meditation.

ବି—(ଯୁଜ୍, ଧାତୁ=ଯୋଗ କରିବା+ କର୍ମ. କ୍ୱିପ୍

[ସମ୍ପାଦନା]
୧. ଯୁଗଳ; ଯୁଗ୍ମ —୧. A pair; a couople.
୨. ଦୈର୍ଘ୍ୟପରିମାଣବିଶେଷ; ଏକ ମାଇଲରୁ
କିଛି ଅଳ୍ପ ଦୂରତା —୨. A unit of measure (i.e. ୩୦୦ poles)
୩. ଯୁଗ୍ (ଦେଖ) - —୩. J̄ug (See)