Jump to content

ଯୁକ୍ତତଃ

ଉଇକିଅଭିଧାନ‌ରୁ

ଯୁକ୍ତତଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - କ୍ରି. ବିଶେଷଣ - (ଯୁକ୍ତି+ତସ୍)

[ସମ୍ପାଦନା]
୧. କୌଶଳକ୍ରମେ — ୧. Cleverly.
୨. ସମୁଚିତରୂପେ — ୨. Duly; properly.
୩. ଯୁକ୍ତିଦ୍ୱାରା —୩. By argument; logically.