Jump to content

ଯୁକ୍ତାକ୍ଷର

ଉଇକିଅଭିଧାନ‌ରୁ

ଯୁକ୍ତାକ୍ଷର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବ୍ୟାକରଣ)

[ସମ୍ପାଦନା]

ସଂଯୁକ୍ତ ବର୍ଣ୍ଣ; ଦୁଇ ବା ତତୋଽଧିକ ବ୍ୟଞ୍ଜନ ବର୍ଣ୍ଣର ମିଳନରେ ଉତ୍ପନ୍ନ ବର୍ଣ୍ଣ — A compound letter; dipthong or tripthong.

[ଦ୍ରଷ୍ଟବ୍ୟ —ସଂସ୍କୃତ ବର୍ଣ୍ଣମାଳାରେ 'କ୍ଷ' ଗୋଟିଏ ଯୁକ୍ତାକ୍ଷର (କ୍+ଷ)

ଏହାଛଡ଼ା ବ୍ୟଞ୍ଜନ ବର୍ଣ୍ଣରେ 'ଫଳା' ଦିଆଗଲେ ତାହା ଯୁକ୍ତାକ୍ଷର ହୁଏ ଯଥା—କ+ଯ=କ୍ୟ; ର୍=କ=ର୍କ; କ୍+ର=କ୍ର; ଏହିପରି କ୍କ, କ୍ଖ, କ୍ନ, କ୍ମ, କ୍ର, କ୍ଳ, କ୍ସ, କ୍ଷ=କ୍ଷ]