Jump to content

ଯୁକ୍ତାହାର

ଉଇକିଅଭିଧାନ‌ରୁ

ଯୁକ୍ତାହାର

ଉଚ୍ଚାରଣ

[ସମ୍ପାଦନା]
[ଯୁକ୍ତାହାରା—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି, ଯୁକ୍ତ+ଆହାର)

[ସମ୍ପାଦନା]
୧. ଆହାରରେ ଆସକ୍ତ —୧. Addicted to food
୨. ପରିମିତାହାର —୨. Frugal; temperate

ବିଶେଷ୍ୟ - (କର୍ମଧାରୟ)

[ସମ୍ପାଦନା]

ପରିମିତ ଆହାର — Moderate eating; frugal fare; temperance